Shikra (ବାଜ ପକ୍ଷୀ) 001


Autor/Urheber:
Attribution:
Das Bild ist mit 'Attribution Required' markiert, aber es wurden keine Informationen über die Attribution bereitgestellt. Vermutlich wurde bei Verwendung des MediaWiki-Templates für die CC-BY Lizenzen der Parameter für die Attribution weggelassen. Autoren und Urheber finden für die korrekte Verwendung der Templates hier ein Beispiel.
Größe:
1232 x 836 Pixel (678015 Bytes)
Beschreibung:
ଏହା ଏକ ସାନ ଶିକାରୀ ପକ୍ଷୀ୤ ଏସିଆ ଏବଂ ଆଫ୍ରିକା ମହାଦ୍ବୀପରେ ପ୍ରାୟତଃ ପ୍ରତ୍ୟେକ ଅଞ୍ଚଳରେ ଏମାନଙ୍କ ଉପସ୍ଥିତି ଦେଖିବାକୁ ମିଳେ୤ ଏହି ଜାତୀୟ ପକ୍ଷୀ ସାଧାରଣତଃ ଅନ୍ୟ ଶିକାରୀ ପକ୍ଷୀ ଯଥା ଚିଲ ପରି ଦେଖାଯାଉଥିବା ବେଳେ ଏହା ଆକାରରେ ବହୁତ ଛୋଟ ଅଟେ୤

୨୬ରୁ ୩୦ ସେଣ୍ଟିମିଟର ଲମ୍ବା ଏହି ପକ୍ଷୀର ଡେଣା ଛୋଟ ଏବଂ ବକ୍ରାକାର ଅଟେ୤ ଏହାର ଲାଞ୍ଜ ଶରୀର ତୁଳନାରେ ଅପେକ୍ଷାକୃତଭାବେ ଲମ୍ବା ଅଟେ୤ ସଂପୂର୍ଣ୍ଣ ବୟସ୍କ ପକ୍ଷୀମାନଙ୍କ ପେଟ ଧଳା ଦେଖାଯାଏ୤ ଏବଂ ପିଠି ଭାଗ ପାଉଁଶିଆ ରଙ୍ଗ ଦେଖାଯାଏ୤ ପୁରୁଷ ପକ୍ଷୀମାନେ ହାଲକା ପାଉଁଶିଆ ରଙ୍ଗର ହେଉଥିବା ବେଳେ ମାଇ ପକ୍ଷୀମାନେ ବାଦାମୀ ରଙ୍ଗର ଦେଖାଯାଆନ୍ତି୤ ଏହି ପ୍ରଜାତିର ମାଇପକ୍ଷୀ ପୁରୁଷ ପକ୍ଷୀଠାରୁ ଆକାରରେ ବଡ଼ ଦେଖାଯାଆନ୍ତି୤ ଏହି ପକ୍ଷୀର ଗୋଡ଼ ହଳଦିଆ ଦେଖାଯାଉଥିବା ବେଳେ ପର ମାନଙ୍କର ଅଗ କଳା ଦେଖାଯାଏ୤

ଏହି ଜାତୀୟ ପକ୍ଷୀ ବନାଞ୍ଚଳ ସମେତ ସହରାଞ୍ଚଳରେ ମଧ୍ୟ ଦେଖିବାକୁ ମିଳିଥାଏ୤ ଏହି ପକ୍ଷୀ ସାନ ଜୀବଜନ୍ତୁ ସମେତ, କୀଟ ପତଙ୍ଗ, ଏଣ୍ଡୁଅ ଆଦି ଖାଇ ବଞ୍ଚନ୍ତି୤
Lizenz:
Bild teilen:
Facebook   Twitter   Pinterest   WhatsApp   Telegram   E-Mail
Weitere Informationen zur Lizenz des Bildes finden Sie hier. Letzte Aktualisierung: Thu, 01 Aug 2024 13:52:14 GMT

Relevante Bilder


Relevante Artikel

Habichte und Sperber

Habichte und Sperber (Accipiter) sind eine Gattung der Vögel innerhalb der Familie der Habichtartigen (Accipitridae). Sie umfasst etwa 50 Arten und ist damit die artenreichste Gattung der Greifvögel. Die Vertreter der Gattung sind klein bis mittelgroß, haben relativ kurze, runde Flügel und einen vergleichsweise langen Schwanz. Die Gattung ist fast weltweit verbreitet, sie fehlt nur in der Antarktis und auf einigen Inseln. Alle Arten sind an bewaldete Lebensräume gebunden. Viele Arten sind spezialisierte Vogeljäger, bei anderen Arten umfasst das Nahrungsspektrum auch andere kleine Wirbeltiere und Insekten. .. weiterlesen